or_tn/luk/24/08.md

600 B

Connecting Statement:

ସ୍ତ୍ରୀ ଲୋକମାନେ ସମାଧି ଭିତରେ ଯାହା ସବୁ ଦେଖିଲେ ତାହା ଜଣାଇବାକୁ ପ୍ରେରିତମାନଙ୍କ ନିକଟକୁ ଗଲେ I

they remembered his words

ଏଠାରେ “ବାକ୍ୟଗୁଡିକ” ଯୀଶୁ କହିଥିବା ଉକ୍ତିକୁ ସୂଚାଏ I ବିକଳ୍ପ ଅନୁବାଦ: “ଯୀଶୁ ଯାହା କହିଥିଲେ ତାହସବୁ ସ୍ମରଣ କଲେ” (ଦେଖ: rc://*/ta/man/translate/figs-metonymy)