or_tn/luk/24/02.md

856 B

They found the stone

ସେମାନେ ଦେଖିଲେ ଯେ ପଥରଟି

the stone rolled away

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ ପଥରଟି ଘୁଞ୍ଚାଇ ଦେଇଛି “(ଦେଖ: rc://*/ta/man/translate/figs-activepassive)

the stone

ଏହା ବୃହତ ଗୋଲାକାର ଭାବରେ କଟାଯାଇଥିବା ପଥର ଥିଲା, ଯାହା ସମାଧିର ଦ୍ବାରଦେଶକୁ ସମ୍ପୂର୍ଣ୍ଣ ଅବରୋଧ କରିବା ନିମନ୍ତେ ଯଥେଷ୍ଟ ବଡ ଥିଲା I ଏହାକୁ ଗଡାଇବା ନିମନ୍ତେ ଅନେକ ଲୋକଙ୍କର ପ୍ରୟୋଜନ ହେଉଥିଲା I