or_tn/luk/24/02.md

12 lines
856 B
Markdown
Raw Permalink Normal View History

2020-11-19 00:15:53 +00:00
# They found the stone
ସେମାନେ ଦେଖିଲେ ଯେ ପଥରଟି
# the stone rolled away
ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ ପଥରଟି ଘୁଞ୍ଚାଇ ଦେଇଛି “(ଦେଖ: [[rc://*/ta/man/translate/figs-activepassive]])
# the stone
ଏହା ବୃହତ ଗୋଲାକାର ଭାବରେ କଟାଯାଇଥିବା ପଥର ଥିଲା, ଯାହା ସମାଧିର ଦ୍ବାରଦେଶକୁ ସମ୍ପୂର୍ଣ୍ଣ ଅବରୋଧ କରିବା ନିମନ୍ତେ ଯଥେଷ୍ଟ ବଡ ଥିଲା I ଏହାକୁ ଗଡାଇବା ନିମନ୍ତେ ଅନେକ ଲୋକଙ୍କର ପ୍ରୟୋଜନ ହେଉଥିଲା I