# They found the stone ସେମାନେ ଦେଖିଲେ ଯେ ପଥରଟି # the stone rolled away ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ ପଥରଟି ଘୁଞ୍ଚାଇ ଦେଇଛି “(ଦେଖ: [[rc://*/ta/man/translate/figs-activepassive]]) # the stone ଏହା ବୃହତ ଗୋଲାକାର ଭାବରେ କଟାଯାଇଥିବା ପଥର ଥିଲା, ଯାହା ସମାଧିର ଦ୍ବାରଦେଶକୁ ସମ୍ପୂର୍ଣ୍ଣ ଅବରୋଧ କରିବା ନିମନ୍ତେ ଯଥେଷ୍ଟ ବଡ ଥିଲା I ଏହାକୁ ଗଡାଇବା ନିମନ୍ତେ ଅନେକ ଲୋକଙ୍କର ପ୍ରୟୋଜନ ହେଉଥିଲା I