or_tn/luk/23/55.md

8 lines
872 B
Markdown

# who had come with Jesus out of Galilee
ଯେଉଁମାନେ ଯୀଶୁଙ୍କ ସହିତ ଗାଲିଲୀ ଅଞ୍ଚଳରୁ ଯାତ୍ରା କରିଥିଲେ
# followed and saw the tomb and how his body was laid
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: ଯୋଷେଫଙ୍କ ଓ ତାଙ୍କ ସହିତରେ ଥିବା ଲୋକମାନଙ୍କ ପଛେ ପଛେ ଚାଲିଲେ; ସେହି ସ୍ତ୍ରୀଲୋକମାନେ ସମାଧିକୁ ଦେଖିଲେ ଏବଂ କିପରି ଭାବରେ ଲୋକମାନେ ଯୀଶୁଙ୍କ ଶରୀରକୁ ସମାଧି ଭିତରେ ରଖିଲେ ତାହା ଦେଖିଲେ” (ଦେଖ: [[rc://*/ta/man/translate/figs-activepassive]])