or_tn/luk/23/55.md

872 B

who had come with Jesus out of Galilee

ଯେଉଁମାନେ ଯୀଶୁଙ୍କ ସହିତ ଗାଲିଲୀ ଅଞ୍ଚଳରୁ ଯାତ୍ରା କରିଥିଲେ

followed and saw the tomb and how his body was laid

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: ଯୋଷେଫଙ୍କ ଓ ତାଙ୍କ ସହିତରେ ଥିବା ଲୋକମାନଙ୍କ ପଛେ ପଛେ ଚାଲିଲେ; ସେହି ସ୍ତ୍ରୀଲୋକମାନେ ସମାଧିକୁ ଦେଖିଲେ ଏବଂ କିପରି ଭାବରେ ଲୋକମାନେ ଯୀଶୁଙ୍କ ଶରୀରକୁ ସମାଧି ଭିତରେ ରଖିଲେ ତାହା ଦେଖିଲେ” (ଦେଖ: rc://*/ta/man/translate/figs-activepassive)