# who had come with Jesus out of Galilee ଯେଉଁମାନେ ଯୀଶୁଙ୍କ ସହିତ ଗାଲିଲୀ ଅଞ୍ଚଳରୁ ଯାତ୍ରା କରିଥିଲେ # followed and saw the tomb and how his body was laid ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: ଯୋଷେଫଙ୍କ ଓ ତାଙ୍କ ସହିତରେ ଥିବା ଲୋକମାନଙ୍କ ପଛେ ପଛେ ଚାଲିଲେ; ସେହି ସ୍ତ୍ରୀଲୋକମାନେ ସମାଧିକୁ ଦେଖିଲେ ଏବଂ କିପରି ଭାବରେ ଲୋକମାନେ ଯୀଶୁଙ୍କ ଶରୀରକୁ ସମାଧି ଭିତରେ ରଖିଲେ ତାହା ଦେଖିଲେ” (ଦେଖ: [[rc://*/ta/man/translate/figs-activepassive]])