or_tn/luk/23/48.md

1.1 KiB

crowds

ଲୋକମାନଙ୍କର ବିଶାଳ ଦଳଗୁଡିକ

who had come together

ଯେଉଁମାନେ ଏକତ୍ର ହେଲେ

for this spectacle

ଏହି ଘଟଣା ଦେଖିବା ପାଇଁ ବା “ଯାହା ଘଟୁଥିଲା ତାହା ଜାଣିବା ପାଇଁ”

the things that had happened

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଘଟିଥିଲା” (ଦେଖ: rc://*/ta/man/translate/figs-activepassive)

returned beating

ଆଘାତ କରୁ କରୁ ସେମାନଙ୍କର ଗୃହକୁ ଫେରି ଗଲେ

beating their breasts

ଏହା ଦୁଖ ଏବଂ ଅନୁଶୋଚନାର ପ୍ରତୀକ ଅଟେ I ବିକଳ୍ପ ଅନୁବାଦ: “ସେମାନେ ଯେ ଶୋକାକୁଳ ଅଟନ୍ତି ତାହା ଦର୍ଶାଇବା ପାଇଁ ସେମାନେ ଆପଣାମାନଙ୍କ ବକ୍ଷକୁ ଆଘାତ କରୁଥଲେ” (ଦେଖ: rc://*/ta/man/translate/translate-symaction)