# crowds ଲୋକମାନଙ୍କର ବିଶାଳ ଦଳଗୁଡିକ # who had come together ଯେଉଁମାନେ ଏକତ୍ର ହେଲେ # for this spectacle ଏହି ଘଟଣା ଦେଖିବା ପାଇଁ ବା “ଯାହା ଘଟୁଥିଲା ତାହା ଜାଣିବା ପାଇଁ” # the things that had happened ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଘଟିଥିଲା” (ଦେଖ: [[rc://*/ta/man/translate/figs-activepassive]]) # returned beating ଆଘାତ କରୁ କରୁ ସେମାନଙ୍କର ଗୃହକୁ ଫେରି ଗଲେ # beating their breasts ଏହା ଦୁଖ ଏବଂ ଅନୁଶୋଚନାର ପ୍ରତୀକ ଅଟେ I ବିକଳ୍ପ ଅନୁବାଦ: “ସେମାନେ ଯେ ଶୋକାକୁଳ ଅଟନ୍ତି ତାହା ଦର୍ଶାଇବା ପାଇଁ ସେମାନେ ଆପଣାମାନଙ୍କ ବକ୍ଷକୁ ଆଘାତ କରୁଥଲେ” (ଦେଖ: [[rc://*/ta/man/translate/translate-symaction]])