or_tn/luk/23/48.md

24 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# crowds
ଲୋକମାନଙ୍କର ବିଶାଳ ଦଳଗୁଡିକ
# who had come together
ଯେଉଁମାନେ ଏକତ୍ର ହେଲେ
# for this spectacle
ଏହି ଘଟଣା ଦେଖିବା ପାଇଁ ବା “ଯାହା ଘଟୁଥିଲା ତାହା ଜାଣିବା ପାଇଁ”
# the things that had happened
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଘଟିଥିଲା” (ଦେଖ: [[rc://*/ta/man/translate/figs-activepassive]])
# returned beating
ଆଘାତ କରୁ କରୁ ସେମାନଙ୍କର ଗୃହକୁ ଫେରି ଗଲେ
# beating their breasts
ଏହା ଦୁଖ ଏବଂ ଅନୁଶୋଚନାର ପ୍ରତୀକ ଅଟେ I ବିକଳ୍ପ ଅନୁବାଦ: “ସେମାନେ ଯେ ଶୋକାକୁଳ ଅଟନ୍ତି ତାହା ଦର୍ଶାଇବା ପାଇଁ ସେମାନେ ଆପଣାମାନଙ୍କ ବକ୍ଷକୁ ଆଘାତ କରୁଥଲେ” (ଦେଖ: [[rc://*/ta/man/translate/translate-symaction]])