or_tn/luk/23/42.md

642 B

Then he said

ସେହି ଅପରାଧି ମଧ୍ୟ କହିଲା

remember me

ମୋ ବିଷୟରେ ଚିନ୍ତା କରିବେ ଏବଂ ମୋ ପ୍ରତି ଉତ୍ତମ ବ୍ୟବହାର କରିବେ

when you come into your kingdom

ନିଜ ରାଜ୍ୟରେ “ପ୍ରବେଶ କଲାବେଳେ” ଅର୍ଥ ରାଜତ୍ଵ ଆରମ୍ଭ କରିବା ବେଳେ I ବିକଳ୍ପ ଅନୁବାଦ: “ରାଜା ଭାବରେ ରାଜତ୍ଵ କରିବାକୁ ଆରମ୍ଭ କଲାବେଳେ”(ଦେଖ: rc://*/ta/man/translate/figs-metonymy)