# Then he said ସେହି ଅପରାଧି ମଧ୍ୟ କହିଲା # remember me ମୋ ବିଷୟରେ ଚିନ୍ତା କରିବେ ଏବଂ ମୋ ପ୍ରତି ଉତ୍ତମ ବ୍ୟବହାର କରିବେ # when you come into your kingdom ନିଜ ରାଜ୍ୟରେ “ପ୍ରବେଶ କଲାବେଳେ” ଅର୍ଥ ରାଜତ୍ଵ ଆରମ୍ଭ କରିବା ବେଳେ I ବିକଳ୍ପ ଅନୁବାଦ: “ରାଜା ଭାବରେ ରାଜତ୍ଵ କରିବାକୁ ଆରମ୍ଭ କଲାବେଳେ”(ଦେଖ: [[rc://*/ta/man/translate/figs-metonymy]])