or_tn/luk/23/25.md

1.4 KiB

He released the one whom they asked for

ପିଲାତ ବାରବବାକୁ କାରାଗାରରୁ ମୁକ୍ତ କଲେ I ବିକଳ୍ପ ଅନୁବାଦ: “ଯାହାକୁ ମୁକ୍ତ କରିବା ନିମନ୍ତେ ଭିଡ ଦାବୀ କରୁଥିଲେ ପିଲାତ ସେହି ବାରବବାକୁ କାରାଗାରରୁ ମୁକ୍ତ କଲେ”

who had been put in prison for rioting and murder

ବାରବବା ସେହି ସମୟରେ କେଉଁଠାରେ ଥିଲା ବୋଲି ଏହା ପୃଷ୍ଠଭୂମି ଜନିତ ତଥ୍ୟ ଅଟେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ରୋମୀୟମାନେ କାରାଗାରରେ ପକାଇଥିଲେ ... ନରହତ୍ୟା” (ଦେଖ: rc://*/ta/man/translate/writing-background)

but he handed over Jesus to their will

“ପିଲାତ ସେମାନଙ୍କ ନିକଟକୁ ଯୀଶୁଙ୍କୁ ଆଣିବା ନିମନ୍ତେ ତାଙ୍କ ସୈନ୍ୟମାନଙ୍କୁ ଆଜ୍ଞା ଦେଲେ ଯେପରି ଭିଡ ଆପଣାମାନଙ୍କର ଇଚ୍ଛାନୁସାରେ ଯାହା ଚାହିବେ ତାହା କରିପାରିବେ