or_tn/luk/23/25.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# He released the one whom they asked for
ପିଲାତ ବାରବବାକୁ କାରାଗାରରୁ ମୁକ୍ତ କଲେ I ବିକଳ୍ପ ଅନୁବାଦ: “ଯାହାକୁ ମୁକ୍ତ କରିବା ନିମନ୍ତେ ଭିଡ ଦାବୀ କରୁଥିଲେ ପିଲାତ ସେହି ବାରବବାକୁ କାରାଗାରରୁ ମୁକ୍ତ କଲେ”
# who had been put in prison for rioting and murder
ବାରବବା ସେହି ସମୟରେ କେଉଁଠାରେ ଥିଲା ବୋଲି ଏହା ପୃଷ୍ଠଭୂମି ଜନିତ ତଥ୍ୟ ଅଟେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ରୋମୀୟମାନେ କାରାଗାରରେ ପକାଇଥିଲେ ... ନରହତ୍ୟା” (ଦେଖ: [[rc://*/ta/man/translate/writing-background]])
# but he handed over Jesus to their will
“ପିଲାତ ସେମାନଙ୍କ ନିକଟକୁ ଯୀଶୁଙ୍କୁ ଆଣିବା ନିମନ୍ତେ ତାଙ୍କ ସୈନ୍ୟମାନଙ୍କୁ ଆଜ୍ଞା ଦେଲେ ଯେପରି ଭିଡ ଆପଣାମାନଙ୍କର ଇଚ୍ଛାନୁସାରେ ଯାହା ଚାହିବେ ତାହା କରିପାରିବେ