# He released the one whom they asked for ପିଲାତ ବାରବବାକୁ କାରାଗାରରୁ ମୁକ୍ତ କଲେ I ବିକଳ୍ପ ଅନୁବାଦ: “ଯାହାକୁ ମୁକ୍ତ କରିବା ନିମନ୍ତେ ଭିଡ ଦାବୀ କରୁଥିଲେ ପିଲାତ ସେହି ବାରବବାକୁ କାରାଗାରରୁ ମୁକ୍ତ କଲେ” # who had been put in prison for rioting and murder ବାରବବା ସେହି ସମୟରେ କେଉଁଠାରେ ଥିଲା ବୋଲି ଏହା ପୃଷ୍ଠଭୂମି ଜନିତ ତଥ୍ୟ ଅଟେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ରୋମୀୟମାନେ କାରାଗାରରେ ପକାଇଥିଲେ ... ନରହତ୍ୟା” (ଦେଖ: [[rc://*/ta/man/translate/writing-background]]) # but he handed over Jesus to their will “ପିଲାତ ସେମାନଙ୍କ ନିକଟକୁ ଯୀଶୁଙ୍କୁ ଆଣିବା ନିମନ୍ତେ ତାଙ୍କ ସୈନ୍ୟମାନଙ୍କୁ ଆଜ୍ଞା ଦେଲେ ଯେପରି ଭିଡ ଆପଣାମାନଙ୍କର ଇଚ୍ଛାନୁସାରେ ଯାହା ଚାହିବେ ତାହା କରିପାରିବେ