or_tn/luk/23/23.md

744 B

they were insistent

ଜନତା ଦାବୀ କଲେ

with loud voices

ଚିତ୍କାର ସହିତ

for him to be crucified

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ପିଲାତ ତାଙ୍କ ସୈନ୍ୟମାନଙ୍କ ଦ୍ୱାରା ଯୀଶୁଙ୍କୁ କୃଶାର୍ପିତ କରିବା ପାଇଁ ସମର୍ପଣ କଲେ"" (ଦେଖ: rc://*/ta/man/translate/figs-activepassive)

their voices prevailed

ପିଲାତଙ୍କୁ ରାଜି କରିବା ପର୍ଯ୍ୟନ୍ତ ଭିଡ ଚିତ୍କାର କରିବାକୁ ଲାଗି ରହିଲେ