# they were insistent ଜନତା ଦାବୀ କଲେ # with loud voices ଚିତ୍କାର ସହିତ # for him to be crucified ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ପିଲାତ ତାଙ୍କ ସୈନ୍ୟମାନଙ୍କ ଦ୍ୱାରା ଯୀଶୁଙ୍କୁ କୃଶାର୍ପିତ କରିବା ପାଇଁ ସମର୍ପଣ କଲେ"" (ଦେଖ: [[rc://*/ta/man/translate/figs-activepassive]]) # their voices prevailed ପିଲାତଙ୍କୁ ରାଜି କରିବା ପର୍ଯ୍ୟନ୍ତ ଭିଡ ଚିତ୍କାର କରିବାକୁ ଲାଗି ରହିଲେ