or_tn/luk/23/19.md

938 B

He was put into prison ... for murder

ଏହା ଏକ ପୃଷ୍ଠଭୂମି ତଥ୍ୟ ଅଟେ ଯାହା ବାରବବା କିଏ ବୋଲି ତା’ ସମ୍ପର୍କରେ ଲୂକ ଜଣାନ୍ତି I (ଦେଖ: rc://*/ta/man/translate/writing-background)

He was put into prison

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ରୋମୀୟମାନେ କାରାଗାରରେ ପକାଇଥିଲେ” (ଦେଖ: rc://*/ta/man/translate/figs-activepassive)

a certain rebellion that happened in the city

ରୋମୀୟ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ନିମନ୍ତେ ଲୋକମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଚେଷ୍ଟା କରୁଥିଲା