# He was put into prison ... for murder ଏହା ଏକ ପୃଷ୍ଠଭୂମି ତଥ୍ୟ ଅଟେ ଯାହା ବାରବବା କିଏ ବୋଲି ତା’ ସମ୍ପର୍କରେ ଲୂକ ଜଣାନ୍ତି I (ଦେଖ: [[rc://*/ta/man/translate/writing-background]]) # He was put into prison ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ରୋମୀୟମାନେ କାରାଗାରରେ ପକାଇଥିଲେ” (ଦେଖ: [[rc://*/ta/man/translate/figs-activepassive]]) # a certain rebellion that happened in the city ରୋମୀୟ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ନିମନ୍ତେ ଲୋକମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଚେଷ୍ଟା କରୁଥିଲା