or_tn/luk/23/19.md

12 lines
938 B
Markdown
Raw Permalink Normal View History

2020-11-19 00:15:53 +00:00
# He was put into prison ... for murder
ଏହା ଏକ ପୃଷ୍ଠଭୂମି ତଥ୍ୟ ଅଟେ ଯାହା ବାରବବା କିଏ ବୋଲି ତା’ ସମ୍ପର୍କରେ ଲୂକ ଜଣାନ୍ତି I (ଦେଖ: [[rc://*/ta/man/translate/writing-background]])
# He was put into prison
ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ରୋମୀୟମାନେ କାରାଗାରରେ ପକାଇଥିଲେ” (ଦେଖ: [[rc://*/ta/man/translate/figs-activepassive]])
# a certain rebellion that happened in the city
ରୋମୀୟ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ନିମନ୍ତେ ଲୋକମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଚେଷ୍ଟା କରୁଥିଲା