or_tn/luk/22/59.md

597 B

insisted, saying

ଦୃଢ଼ ଭାବରେ ବା “ଉଚ୍ଚସ୍ୱରରେ କହିଲେ”

In truth, this one

ଏଠାରେ “ଏ ଲୋକଟା” ପିତରଙ୍କୁ ସୂଚାଏ I ବକ୍ତା ବୋଧହୁଏ ପିତରଙ୍କ ନାମ ଜାଣି ନ ଥିଲା I

he is a Galilean

ସେହି ଲୋକ ହୁଏତ ପିତରଙ୍କୁ ତାଙ୍କର କଥା କହିବା ଶୈଳୀରୁ ସେ ଜଣେ ଗାଲିଲୀୟ ବୋଲି କହି ପାରିଲା I (ଦେଖ: rc://*/ta/man/translate/figs-explicit)