# insisted, saying ଦୃଢ଼ ଭାବରେ ବା “ଉଚ୍ଚସ୍ୱରରେ କହିଲେ” # In truth, this one ଏଠାରେ “ଏ ଲୋକଟା” ପିତରଙ୍କୁ ସୂଚାଏ I ବକ୍ତା ବୋଧହୁଏ ପିତରଙ୍କ ନାମ ଜାଣି ନ ଥିଲା I # he is a Galilean ସେହି ଲୋକ ହୁଏତ ପିତରଙ୍କୁ ତାଙ୍କର କଥା କହିବା ଶୈଳୀରୁ ସେ ଜଣେ ଗାଲିଲୀୟ ବୋଲି କହି ପାରିଲା I (ଦେଖ: [[rc://*/ta/man/translate/figs-explicit]])