or_tn/luk/22/17.md

16 lines
1001 B
Markdown

# he took a cup
ଦ୍ରାକ୍ଷାରସର ଏକ ପାନପାତ୍ର ହାତକୁ ନେଲେ
# when he had given thanks
ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ପରେ
# he said
ସେ ତାଙ୍କର ପ୍ରେରିତମାନଙ୍କୁ କହିଲେ
# divide it among yourselves
ସେମାନଙ୍କୁ ପାନପାତ୍ରରେ ଥିବା ପାନୀୟରେ ଅଂଶୀ ହେବାକୁ ହେବ, ପାନପାତ୍ରକୁ ନୁହେଁ I ବିକଳ୍ପ ଅନୁବାଦ: “ପାନପାତ୍ରରେ ଥିବା ଦ୍ରାକ୍ଷାରସକୁ ପରସ୍ପର ମଧ୍ୟରେ ବାଣ୍ଟି ଗ୍ରହଣ କର” ବା “ତୁମ୍ଭମାନଙ୍କ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି ପାନପାତ୍ରରୁ କିଛି ଦ୍ରାକ୍ଷାରସ ପାନ କର” (ଦେଖ: [[rc://*/ta/man/translate/figs-metonymy]])