or_tn/luk/22/17.md

1001 B

he took a cup

ଦ୍ରାକ୍ଷାରସର ଏକ ପାନପାତ୍ର ହାତକୁ ନେଲେ

when he had given thanks

ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ପରେ

he said

ସେ ତାଙ୍କର ପ୍ରେରିତମାନଙ୍କୁ କହିଲେ

divide it among yourselves

ସେମାନଙ୍କୁ ପାନପାତ୍ରରେ ଥିବା ପାନୀୟରେ ଅଂଶୀ ହେବାକୁ ହେବ, ପାନପାତ୍ରକୁ ନୁହେଁ I ବିକଳ୍ପ ଅନୁବାଦ: “ପାନପାତ୍ରରେ ଥିବା ଦ୍ରାକ୍ଷାରସକୁ ପରସ୍ପର ମଧ୍ୟରେ ବାଣ୍ଟି ଗ୍ରହଣ କର” ବା “ତୁମ୍ଭମାନଙ୍କ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି ପାନପାତ୍ରରୁ କିଛି ଦ୍ରାକ୍ଷାରସ ପାନ କର” (ଦେଖ: rc://*/ta/man/translate/figs-metonymy)