# he took a cup ଦ୍ରାକ୍ଷାରସର ଏକ ପାନପାତ୍ର ହାତକୁ ନେଲେ # when he had given thanks ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ପରେ # he said ସେ ତାଙ୍କର ପ୍ରେରିତମାନଙ୍କୁ କହିଲେ # divide it among yourselves ସେମାନଙ୍କୁ ପାନପାତ୍ରରେ ଥିବା ପାନୀୟରେ ଅଂଶୀ ହେବାକୁ ହେବ, ପାନପାତ୍ରକୁ ନୁହେଁ I ବିକଳ୍ପ ଅନୁବାଦ: “ପାନପାତ୍ରରେ ଥିବା ଦ୍ରାକ୍ଷାରସକୁ ପରସ୍ପର ମଧ୍ୟରେ ବାଣ୍ଟି ଗ୍ରହଣ କର” ବା “ତୁମ୍ଭମାନଙ୍କ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି ପାନପାତ୍ରରୁ କିଛି ଦ୍ରାକ୍ଷାରସ ପାନ କର” (ଦେଖ: [[rc://*/ta/man/translate/figs-metonymy]])