or_tn/luk/21/06.md

1.7 KiB

these things that you see

ଏହା ସୁନ୍ଦର ମନ୍ଦିରକୁ ଏବଂ ଏହାର ସାଜସଜ୍ଜାକୁ ସୂଚାଏ I

the days will come in which

ଗୋଟିଏ ସମୟ ଆସିବ ଯେତେବେଳେ ବା “ଦିନେ”

will be left on another which will not be torn down

ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ଏକ ଉପରେ ପଡିବ I ସେଗୁଡିକ ଧ୍ବଂସ ହେବ” ବା “ଅନ୍ୟ ଉପରେ ପଡିବ I ଶତୃମାନେ ପ୍ରତ୍ୟେକ ପ୍ରସ୍ତରକୁ ଭୂମିସାତ୍ କରିବେ” (ଦେଖ: rc://*/ta/man/translate/figs-activepassive)

not one stone will be left ... not be torn down

ଏହାକୁ ଆସ୍ତିସୂଚକ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ପ୍ରସ୍ତର ତାହାର ସ୍ଥାନରୁ କାଢି ନିଆଯିବ ଏବଂ ସେସବୁ ଭୂମିସାତ ହେବ”

left on another which will not be torn down

ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ଉପରେ ପରିତ୍ୟକ୍ତ ହୋଇ ପଡିବ I ସେଗୁଡିକ ସମସ୍ତ ଛିନ୍ନଭିନ୍ନ ହେବ” ବା “ଅନ୍ୟ ଉପରେ ପଡିବ I ଶତୃମାନେ ପ୍ରତ୍ୟେକ ପ୍ରସ୍ତରକୁ ଚୁରମାର୍ କରି ପକାଇବେ” (ଦେଖ: rc://*/ta/man/translate/figs-activepassive)