or_tn/luk/21/06.md

20 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# these things that you see
ଏହା ସୁନ୍ଦର ମନ୍ଦିରକୁ ଏବଂ ଏହାର ସାଜସଜ୍ଜାକୁ ସୂଚାଏ I
# the days will come in which
ଗୋଟିଏ ସମୟ ଆସିବ ଯେତେବେଳେ ବା “ଦିନେ”
# will be left on another which will not be torn down
ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ଏକ ଉପରେ ପଡିବ I ସେଗୁଡିକ ଧ୍ବଂସ ହେବ” ବା “ଅନ୍ୟ ଉପରେ ପଡିବ I ଶତୃମାନେ ପ୍ରତ୍ୟେକ ପ୍ରସ୍ତରକୁ ଭୂମିସାତ୍ କରିବେ” (ଦେଖ: [[rc://*/ta/man/translate/figs-activepassive]])
# not one stone will be left ... not be torn down
ଏହାକୁ ଆସ୍ତିସୂଚକ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ପ୍ରସ୍ତର ତାହାର ସ୍ଥାନରୁ କାଢି ନିଆଯିବ ଏବଂ ସେସବୁ ଭୂମିସାତ ହେବ”
# left on another which will not be torn down
ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ଉପରେ ପରିତ୍ୟକ୍ତ ହୋଇ ପଡିବ I ସେଗୁଡିକ ସମସ୍ତ ଛିନ୍ନଭିନ୍ନ ହେବ” ବା “ଅନ୍ୟ ଉପରେ ପଡିବ I ଶତୃମାନେ ପ୍ରତ୍ୟେକ ପ୍ରସ୍ତରକୁ ଚୁରମାର୍ କରି ପକାଇବେ” (ଦେଖ: [[rc://*/ta/man/translate/figs-activepassive]])