# these things that you see ଏହା ସୁନ୍ଦର ମନ୍ଦିରକୁ ଏବଂ ଏହାର ସାଜସଜ୍ଜାକୁ ସୂଚାଏ I # the days will come in which ଗୋଟିଏ ସମୟ ଆସିବ ଯେତେବେଳେ ବା “ଦିନେ” # will be left on another which will not be torn down ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ଏକ ଉପରେ ପଡିବ I ସେଗୁଡିକ ଧ୍ବଂସ ହେବ” ବା “ଅନ୍ୟ ଉପରେ ପଡିବ I ଶତୃମାନେ ପ୍ରତ୍ୟେକ ପ୍ରସ୍ତରକୁ ଭୂମିସାତ୍ କରିବେ” (ଦେଖ: [[rc://*/ta/man/translate/figs-activepassive]]) # not one stone will be left ... not be torn down ଏହାକୁ ଆସ୍ତିସୂଚକ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ପ୍ରସ୍ତର ତାହାର ସ୍ଥାନରୁ କାଢି ନିଆଯିବ ଏବଂ ସେସବୁ ଭୂମିସାତ ହେବ” # left on another which will not be torn down ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ଉପରେ ପରିତ୍ୟକ୍ତ ହୋଇ ପଡିବ I ସେଗୁଡିକ ସମସ୍ତ ଛିନ୍ନଭିନ୍ନ ହେବ” ବା “ଅନ୍ୟ ଉପରେ ପଡିବ I ଶତୃମାନେ ପ୍ରତ୍ୟେକ ପ୍ରସ୍ତରକୁ ଚୁରମାର୍ କରି ପକାଇବେ” (ଦେଖ: [[rc://*/ta/man/translate/figs-activepassive]])