or_tn/luk/20/29.md

1.3 KiB

General Information:

ପଦ 29-32ରେ ସାଦ୍ଦୁକୀମାନେ ଯୀଶୁଙ୍କୁ ଏକ ଛୋଟ କାହାଣୀ କହନ୍ତି I ଏହା ଏକ କାହାଣୀ ଯାହାକୁ ସେମାନେ ଏକ ଉଦାହରଣ ଭାବରେ ଗଢ଼ିଛନ୍ତି I 33 ପଦରେ ସେମାନେ କହିଥିବା କାହାଣୀ ସମ୍ପର୍କରେ ଯୀଶୁଙ୍କୁ ଏକ ପ୍ରଶ୍ନ ପଚାରନ୍ତି I

Connecting Statement:

ସାଦ୍ଦୁକୀମାନେ ଯୀଶୁଙ୍କୁ ସେମାନଙ୍କର ପ୍ରଶ୍ନ ପଚାରିବା ସମାପ୍ତ କରନ୍ତି

there were seven brothers

ଏହା ହୁଏତ ଘଟିଥାଇପାରେ, କିନ୍ତୁ ଏହା ବୋଧହୁଏ ଏକ କାହାଣୀ ହୋଇଥାଇପାରେ ଯାହା ସେମାନେ ଯୀଶୁଙ୍କୁ ପରୀକ୍ଷା କରିବା ସକାଶେ ଗଢ଼ି ଥାଇପାରନ୍ତି I

the first

ଏକ ନମ୍ବର ଭାଇ ବା “ସବୁଠୁ ଜେଷ୍ଠ” (ଦେଖ: rc://*/ta/man/translate/translate-ordinal)

died childless

ନିଃସନ୍ତାନ ହୋଇ ମରିଗଲା ବା “ମୃତ ହେଲା କିନ୍ତୁ ତାହାର କୌଣସି ସନ୍ତାନ ନ ଥିଲେ”