or_tn/luk/20/29.md

20 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପଦ 29-32ରେ ସାଦ୍ଦୁକୀମାନେ ଯୀଶୁଙ୍କୁ ଏକ ଛୋଟ କାହାଣୀ କହନ୍ତି I ଏହା ଏକ କାହାଣୀ ଯାହାକୁ ସେମାନେ ଏକ ଉଦାହରଣ ଭାବରେ ଗଢ଼ିଛନ୍ତି I 33 ପଦରେ ସେମାନେ କହିଥିବା କାହାଣୀ ସମ୍ପର୍କରେ ଯୀଶୁଙ୍କୁ ଏକ ପ୍ରଶ୍ନ ପଚାରନ୍ତି I
# Connecting Statement:
ସାଦ୍ଦୁକୀମାନେ ଯୀଶୁଙ୍କୁ ସେମାନଙ୍କର ପ୍ରଶ୍ନ ପଚାରିବା ସମାପ୍ତ କରନ୍ତି
# there were seven brothers
ଏହା ହୁଏତ ଘଟିଥାଇପାରେ, କିନ୍ତୁ ଏହା ବୋଧହୁଏ ଏକ କାହାଣୀ ହୋଇଥାଇପାରେ ଯାହା ସେମାନେ ଯୀଶୁଙ୍କୁ ପରୀକ୍ଷା କରିବା ସକାଶେ ଗଢ଼ି ଥାଇପାରନ୍ତି I
# the first
ଏକ ନମ୍ବର ଭାଇ ବା “ସବୁଠୁ ଜେଷ୍ଠ” (ଦେଖ: [[rc://*/ta/man/translate/translate-ordinal]])
# died childless
ନିଃସନ୍ତାନ ହୋଇ ମରିଗଲା ବା “ମୃତ ହେଲା କିନ୍ତୁ ତାହାର କୌଣସି ସନ୍ତାନ ନ ଥିଲେ”