# General Information: ପଦ 29-32ରେ ସାଦ୍ଦୁକୀମାନେ ଯୀଶୁଙ୍କୁ ଏକ ଛୋଟ କାହାଣୀ କହନ୍ତି I ଏହା ଏକ କାହାଣୀ ଯାହାକୁ ସେମାନେ ଏକ ଉଦାହରଣ ଭାବରେ ଗଢ଼ିଛନ୍ତି I 33 ପଦରେ ସେମାନେ କହିଥିବା କାହାଣୀ ସମ୍ପର୍କରେ ଯୀଶୁଙ୍କୁ ଏକ ପ୍ରଶ୍ନ ପଚାରନ୍ତି I # Connecting Statement: ସାଦ୍ଦୁକୀମାନେ ଯୀଶୁଙ୍କୁ ସେମାନଙ୍କର ପ୍ରଶ୍ନ ପଚାରିବା ସମାପ୍ତ କରନ୍ତି # there were seven brothers ଏହା ହୁଏତ ଘଟିଥାଇପାରେ, କିନ୍ତୁ ଏହା ବୋଧହୁଏ ଏକ କାହାଣୀ ହୋଇଥାଇପାରେ ଯାହା ସେମାନେ ଯୀଶୁଙ୍କୁ ପରୀକ୍ଷା କରିବା ସକାଶେ ଗଢ଼ି ଥାଇପାରନ୍ତି I # the first ଏକ ନମ୍ବର ଭାଇ ବା “ସବୁଠୁ ଜେଷ୍ଠ” (ଦେଖ: [[rc://*/ta/man/translate/translate-ordinal]]) # died childless ନିଃସନ୍ତାନ ହୋଇ ମରିଗଲା ବା “ମୃତ ହେଲା କିନ୍ତୁ ତାହାର କୌଣସି ସନ୍ତାନ ନ ଥିଲେ”