or_tn/luk/20/25.md

924 B

Connecting Statement:

ଏହା ଚରମାନଙ୍କ ସମ୍ପର୍କରେ ଏହି ଘଟଣାର ଓ [ଲୂକ 20:1] (.. / 20 /01.ମଝି)ରେ ଆରମ୍ଭ ହୋଇଥିବା କାହାଣୀର ଅଂଶର ସମାପ୍ତି ଅଟେ I

Then he said to them

ଯୀଶୁ ସେମାନଙ୍କୁ କହିଲେ

to Caesar

ଏଠାରେ “କାଇସର” ରୋମୀୟ ସରକାରକୁ ସୂଚାଏ I (ଦେଖ: rc://*/ta/man/translate/figs-metonymy)

to God

“ଦିଅ” ଶବ୍ଦଟି ପୂର୍ବବର୍ତ୍ତୀ ବାକ୍ୟାଂଶରୁ ବୁଝିହୁଏ I ଏହାକୁ ଏହି ସ୍ଥାନରେ ପୂନରାବୃତ୍ତି କରାଯାଇପାରିବ I ବିକଳ୍ପ ଅନୁବାଦ: “ପୁଣି ଈଶ୍ୱରଙ୍କୁ ଦିଅ” (ଦେଖ: rc://*/ta/man/translate/figs-ellipsis)