or_tn/luk/20/25.md

16 lines
924 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏହା ଚରମାନଙ୍କ ସମ୍ପର୍କରେ ଏହି ଘଟଣାର ଓ [ଲୂକ 20:1] (.. / 20 /01.ମଝି)ରେ ଆରମ୍ଭ ହୋଇଥିବା କାହାଣୀର ଅଂଶର ସମାପ୍ତି ଅଟେ I
# Then he said to them
ଯୀଶୁ ସେମାନଙ୍କୁ କହିଲେ
# to Caesar
ଏଠାରେ “କାଇସର” ରୋମୀୟ ସରକାରକୁ ସୂଚାଏ I (ଦେଖ: [[rc://*/ta/man/translate/figs-metonymy]])
# to God
“ଦିଅ” ଶବ୍ଦଟି ପୂର୍ବବର୍ତ୍ତୀ ବାକ୍ୟାଂଶରୁ ବୁଝିହୁଏ I ଏହାକୁ ଏହି ସ୍ଥାନରେ ପୂନରାବୃତ୍ତି କରାଯାଇପାରିବ I ବିକଳ୍ପ ଅନୁବାଦ: “ପୁଣି ଈଶ୍ୱରଙ୍କୁ ଦିଅ” (ଦେଖ: [[rc://*/ta/man/translate/figs-ellipsis]])