# Connecting Statement: ଏହା ଚରମାନଙ୍କ ସମ୍ପର୍କରେ ଏହି ଘଟଣାର ଓ [ଲୂକ 20:1] (.. / 20 /01.ମଝି)ରେ ଆରମ୍ଭ ହୋଇଥିବା କାହାଣୀର ଅଂଶର ସମାପ୍ତି ଅଟେ I # Then he said to them ଯୀଶୁ ସେମାନଙ୍କୁ କହିଲେ # to Caesar ଏଠାରେ “କାଇସର” ରୋମୀୟ ସରକାରକୁ ସୂଚାଏ I (ଦେଖ: [[rc://*/ta/man/translate/figs-metonymy]]) # to God “ଦିଅ” ଶବ୍ଦଟି ପୂର୍ବବର୍ତ୍ତୀ ବାକ୍ୟାଂଶରୁ ବୁଝିହୁଏ I ଏହାକୁ ଏହି ସ୍ଥାନରେ ପୂନରାବୃତ୍ତି କରାଯାଇପାରିବ I ବିକଳ୍ପ ଅନୁବାଦ: “ପୁଣି ଈଶ୍ୱରଙ୍କୁ ଦିଅ” (ଦେଖ: [[rc://*/ta/man/translate/figs-ellipsis]])