or_tn/luk/20/12.md

789 B

a third

ମଧ୍ୟ ଜଣେ ତୃତୀୟ ଦାସ ବା “ତଥାପି ଆଉ ଏକ ଦାସ I” ଏହି ଶବ୍ଦ “ମଧ୍ୟ” ଏହି ସତ୍ୟ ପ୍ରତି ଆଭାସ ଦିଏ ଯେ ଜମିର କର୍ତ୍ତା ଦ୍ୱିତୀୟ ଦାସକୁ ପଠାଇବା ଉଚିତ୍ ନ ଥିଲା, କିନ୍ତୁ ସେ ତାହାଠାରୁ ଆହୁରି ଅଧିକ ଆଗକୁ ଗଲେ ଏବଂ ଜଣେ ତୃତୀୟ ଦାସକୁ ପଠାଇଲେ I (ଦେଖ: rc://*/ta/man/translate/translate-ordinal)

wounded that one

ସେହି ଦାସକୁ କ୍ଷତବିକ୍ଷତ କଲେ

threw him out

ଦ୍ରାକ୍ଷାକ୍ଷେତର ବାହାରେ ଫୋପାଡିଦେଲେ