# a third ମଧ୍ୟ ଜଣେ ତୃତୀୟ ଦାସ ବା “ତଥାପି ଆଉ ଏକ ଦାସ I” ଏହି ଶବ୍ଦ “ମଧ୍ୟ” ଏହି ସତ୍ୟ ପ୍ରତି ଆଭାସ ଦିଏ ଯେ ଜମିର କର୍ତ୍ତା ଦ୍ୱିତୀୟ ଦାସକୁ ପଠାଇବା ଉଚିତ୍ ନ ଥିଲା, କିନ୍ତୁ ସେ ତାହାଠାରୁ ଆହୁରି ଅଧିକ ଆଗକୁ ଗଲେ ଏବଂ ଜଣେ ତୃତୀୟ ଦାସକୁ ପଠାଇଲେ I (ଦେଖ: [[rc://*/ta/man/translate/translate-ordinal]]) # wounded that one ସେହି ଦାସକୁ କ୍ଷତବିକ୍ଷତ କଲେ # threw him out ଦ୍ରାକ୍ଷାକ୍ଷେତର ବାହାରେ ଫୋପାଡିଦେଲେ