or_tn/luk/20/12.md

12 lines
789 B
Markdown
Raw Permalink Normal View History

2020-11-19 00:15:53 +00:00
# a third
ମଧ୍ୟ ଜଣେ ତୃତୀୟ ଦାସ ବା “ତଥାପି ଆଉ ଏକ ଦାସ I” ଏହି ଶବ୍ଦ “ମଧ୍ୟ” ଏହି ସତ୍ୟ ପ୍ରତି ଆଭାସ ଦିଏ ଯେ ଜମିର କର୍ତ୍ତା ଦ୍ୱିତୀୟ ଦାସକୁ ପଠାଇବା ଉଚିତ୍ ନ ଥିଲା, କିନ୍ତୁ ସେ ତାହାଠାରୁ ଆହୁରି ଅଧିକ ଆଗକୁ ଗଲେ ଏବଂ ଜଣେ ତୃତୀୟ ଦାସକୁ ପଠାଇଲେ I (ଦେଖ: [[rc://*/ta/man/translate/translate-ordinal]])
# wounded that one
ସେହି ଦାସକୁ କ୍ଷତବିକ୍ଷତ କଲେ
# threw him out
ଦ୍ରାକ୍ଷାକ୍ଷେତର ବାହାରେ ଫୋପାଡିଦେଲେ