or_tn/luk/20/05.md

1.4 KiB

they reasoned

ସେମାନେ ଆଲୋଚନା କଲେ ବା “ସେମାନେ ସେମାନଙ୍କ ଉତ୍ତର ସମ୍ପର୍କରେ ବିଚାର ବିମର୍ଶ କଲେ”

among themselves

ସେମାନଙ୍କ ମଧ୍ୟରେ ବା “ପରସ୍ପର ସହିତ”

If we say, 'From heaven,' he will say

କେତେକ ଭାଷା ହୁଏତ ଏକ ପରୋକ୍ଷ ଉଦ୍ଧୃତି ପସନ୍ଦ କରି ପାରନ୍ତି I ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ କହିବୁ ଯେ ଯୋହନଙ୍କ ଅଧିକାର ସ୍ୱର୍ଗରୁ ଆସିଛି, ସେ” (ଦେଖ: rc://*/ta/man/translate/figs-quotations)

From heaven

ଈଶ୍ୱରଙ୍କଠାରୁ I ଯିହୂଦୀ ଲୋକମାନେ ଈଶ୍ୱରଙ୍କୁ ତାଙ୍କ ନାମ “ଯିହୋବା” ଦ୍ୱାରା ସମ୍ବୋଧନ କରିବା ପାଇଁ ଏଡ଼ାଇ ଦେଇଥିଲେ I ଅନେକ ସମୟରେ ସେମାନେ ତାଙ୍କୁ ବୁଝାଇବା ପାଇଁ “ସ୍ୱର୍ଗ” ଶବ୍ଦ ବ୍ୟବହାର କରୁଥିଲେ I ଏହି ଶବ୍ଦଗୁଡ଼ିକ ଲୂକ 20:4ରେ କିପରି ଅନୁବାଦ ହୋଇଛି ତାହା ଦେଖ I (ଦେଖ: rc://*/ta/man/translate/figs-metonymy)

he will say

ଯୀଶୁ କହିବେ