or_tn/luk/20/04.md

2.0 KiB

was it from heaven or from men

ଯୀଶୁ ଜାଣନ୍ତି ଯେ ଯୋହନଙ୍କ ଅଧିକାର ସ୍ୱର୍ଗରୁ ଆସିଥିଲା, ତେଣୁ ସେ କୌଣସି ତଥ୍ୟ ନିମନ୍ତେ ପଚାରନ୍ତି ନାହିଁ I ସେ ଏକ ପ୍ରଶ୍ନ ପଚାରୁଛନ୍ତି, ଯେପରି ଶୁଣୁଥିବା ଲୋକମାନଙ୍କୁ ଯିହୂଦୀ ନେତାମାନଙ୍କୁ କହିବାକୁ ପଡ଼ିବ ଯେ ସେମାନେ କଅଣ ଚିନ୍ତା କରୁଛନ୍ତି I ଏହି ପ୍ରଶ୍ନ ଆଳଙ୍କାରିକ ଅଟେ ମାତ୍ର ତୁମକୁ ହୁଏତ ଏହାକୁ ଏକ ପ୍ରଶ୍ନ ଭାବରେ ଅନୁବାଦ କରିବାକୁ ହେବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ କଅଣ ଭାବୁଛ ଯେ ଲୋକମାନଙ୍କୁ ବାପ୍ତିସ୍ମ ଦେବା ପାଇଁ ଯୋହନଙ୍କ ଅଧିକାର ସ୍ୱର୍ଗରୁ ଆସିଛି ବା ମନୁଷ୍ୟମାନଙ୍କଠାରୁ ଆସିଛି” ବା “କଅଣ ଈଶ୍ୱର ନିଜେ ଲୋକମାନଙ୍କୁ ବାପ୍ତିସ୍ମ ଦେବା ପାଇଁ ଯୋହନଙ୍କୁ ଅଧିକାର ଦେଲେ, ବା ଲୋକମାନେ ତାହା କରିବା ନିମନ୍ତେ ତାଙ୍କୁ କହିଲେ” (ଦେଖ: rc://*/ta/man/translate/figs-rquestion)

from heaven

ଈଶ୍ୱରଙ୍କଠାରୁ I ଯିହୂଦୀ ଲୋକମାନେ ଈଶ୍ୱରଙ୍କୁ ତାଙ୍କ ନାମ “ଯିହୋବା” ଦ୍ୱାରା ସମ୍ବୋଧନ କରିବା ପାଇଁ ଏଡ଼ାଇ ଦେଇଥିଲେ I ଅନେକ ସମୟରେ ସେମାନେ ତାଙ୍କୁ ବୁଝାଇବା ପାଇଁ “ସ୍ୱର୍ଗ” ଶବ୍ଦ ବ୍ୟବହାର କରୁଥିଲେ I (ଦେଖ: rc://*/ta/man/translate/figs-metonymy)