or_tn/luk/20/05.md

20 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# they reasoned
ସେମାନେ ଆଲୋଚନା କଲେ ବା “ସେମାନେ ସେମାନଙ୍କ ଉତ୍ତର ସମ୍ପର୍କରେ ବିଚାର ବିମର୍ଶ କଲେ”
# among themselves
ସେମାନଙ୍କ ମଧ୍ୟରେ ବା “ପରସ୍ପର ସହିତ”
# If we say, 'From heaven,' he will say
କେତେକ ଭାଷା ହୁଏତ ଏକ ପରୋକ୍ଷ ଉଦ୍ଧୃତି ପସନ୍ଦ କରି ପାରନ୍ତି I ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ କହିବୁ ଯେ ଯୋହନଙ୍କ ଅଧିକାର ସ୍ୱର୍ଗରୁ ଆସିଛି, ସେ” (ଦେଖ: [[rc://*/ta/man/translate/figs-quotations]])
# From heaven
ଈଶ୍ୱରଙ୍କଠାରୁ I ଯିହୂଦୀ ଲୋକମାନେ ଈଶ୍ୱରଙ୍କୁ ତାଙ୍କ ନାମ “ଯିହୋବା” ଦ୍ୱାରା ସମ୍ବୋଧନ କରିବା ପାଇଁ ଏଡ଼ାଇ ଦେଇଥିଲେ I ଅନେକ ସମୟରେ ସେମାନେ ତାଙ୍କୁ ବୁଝାଇବା ପାଇଁ “ସ୍ୱର୍ଗ” ଶବ୍ଦ ବ୍ୟବହାର କରୁଥିଲେ I ଏହି ଶବ୍ଦଗୁଡ଼ିକ [ଲୂକ 20:4](../20/04.md)ରେ କିପରି ଅନୁବାଦ ହୋଇଛି ତାହା ଦେଖ I (ଦେଖ: [[rc://*/ta/man/translate/figs-metonymy]])
# he will say
ଯୀଶୁ କହିବେ