or_tn/luk/19/46.md

1.2 KiB

It is written

ଏହି ଉଦ୍ଧୃତାଂଶ ଯିଶାଇୟଙ୍କ ପୁସ୍ତକରୁ ଆସିଛି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଶାସ୍ତ୍ର କହେ” ବା “ଜଣେ ଭାବବାଦୀ ଶାସ୍ତ୍ରରେ ଏହି ବାକ୍ୟଗୁଡିକ ଲେଖିଲେ” (ଦେଖ: rc://*/ta/man/translate/figs-activepassive)

My house

“ଆମ୍ଭର” ଶବ୍ଦ ଈଶ୍ୱରଙ୍କୁ ସୂଚାଏ ଓ “ଗୃହ” ମନ୍ଦିରକୁ ସୂଚାଏ I

a house of prayer

ଏକ ସ୍ଥାନ ଯେଉଁଠାରେ ଲୋକମାନେ ମୋ’ ନିକଟରେ ପ୍ରାର୍ଥନା କରନ୍ତି

a den of robbers

ଯୀଶୁ ମନ୍ଦିର ସମ୍ପର୍କରେ କହନ୍ତି ସତେ ଯେପରି ଏହା ଏକ ସ୍ଥାନ ଅଟେ ଯେଉଁଠାରେ ଚୋରମାନେ ଏକତ୍ର ଆସନ୍ତି I ବିକଳ୍ପ ଅନୁବାଦ: “ଏକ ସ୍ଥାନ ଯେଉଁଠାରେ ଚୋରମାନେ ଲୁଚନ୍ତି” (ଦେଖ: rc://*/ta/man/translate/figs-metaphor)