# It is written ଏହି ଉଦ୍ଧୃତାଂଶ ଯିଶାଇୟଙ୍କ ପୁସ୍ତକରୁ ଆସିଛି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଶାସ୍ତ୍ର କହେ” ବା “ଜଣେ ଭାବବାଦୀ ଶାସ୍ତ୍ରରେ ଏହି ବାକ୍ୟଗୁଡିକ ଲେଖିଲେ” (ଦେଖ: [[rc://*/ta/man/translate/figs-activepassive]]) # My house “ଆମ୍ଭର” ଶବ୍ଦ ଈଶ୍ୱରଙ୍କୁ ସୂଚାଏ ଓ “ଗୃହ” ମନ୍ଦିରକୁ ସୂଚାଏ I # a house of prayer ଏକ ସ୍ଥାନ ଯେଉଁଠାରେ ଲୋକମାନେ ମୋ’ ନିକଟରେ ପ୍ରାର୍ଥନା କରନ୍ତି # a den of robbers ଯୀଶୁ ମନ୍ଦିର ସମ୍ପର୍କରେ କହନ୍ତି ସତେ ଯେପରି ଏହା ଏକ ସ୍ଥାନ ଅଟେ ଯେଉଁଠାରେ ଚୋରମାନେ ଏକତ୍ର ଆସନ୍ତି I ବିକଳ୍ପ ଅନୁବାଦ: “ଏକ ସ୍ଥାନ ଯେଉଁଠାରେ ଚୋରମାନେ ଲୁଚନ୍ତି” (ଦେଖ: [[rc://*/ta/man/translate/figs-metaphor]])