16 lines
1.2 KiB
Markdown
16 lines
1.2 KiB
Markdown
|
# It is written
|
||
|
|
||
|
ଏହି ଉଦ୍ଧୃତାଂଶ ଯିଶାଇୟଙ୍କ ପୁସ୍ତକରୁ ଆସିଛି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଶାସ୍ତ୍ର କହେ” ବା “ଜଣେ ଭାବବାଦୀ ଶାସ୍ତ୍ରରେ ଏହି ବାକ୍ୟଗୁଡିକ ଲେଖିଲେ” (ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# My house
|
||
|
|
||
|
“ଆମ୍ଭର” ଶବ୍ଦ ଈଶ୍ୱରଙ୍କୁ ସୂଚାଏ ଓ “ଗୃହ” ମନ୍ଦିରକୁ ସୂଚାଏ I
|
||
|
|
||
|
# a house of prayer
|
||
|
|
||
|
ଏକ ସ୍ଥାନ ଯେଉଁଠାରେ ଲୋକମାନେ ମୋ’ ନିକଟରେ ପ୍ରାର୍ଥନା କରନ୍ତି
|
||
|
|
||
|
# a den of robbers
|
||
|
|
||
|
ଯୀଶୁ ମନ୍ଦିର ସମ୍ପର୍କରେ କହନ୍ତି ସତେ ଯେପରି ଏହା ଏକ ସ୍ଥାନ ଅଟେ ଯେଉଁଠାରେ ଚୋରମାନେ ଏକତ୍ର ଆସନ୍ତି I ବିକଳ୍ପ ଅନୁବାଦ: “ଏକ ସ୍ଥାନ ଯେଉଁଠାରେ ଚୋରମାନେ ଲୁଚନ୍ତି” (ଦେଖ: [[rc://*/ta/man/translate/figs-metaphor]])
|