12 lines
872 B
Markdown
12 lines
872 B
Markdown
# Connecting Statement:
|
|
|
|
ଏହା ଜଖିୟଙ୍କ ସମ୍ପର୍କରେ କାହାଣୀର ଭାଗର ଅନ୍ତ ଅଟେ I କାହାଣୀର ଏହି ଭାଗ ପରେ ଯୀଶୁ ଯାହା କରନ୍ତି ଏହି ପଦ ଆମକୁ ତାହା କହେ I (ଦେଖ: [[rc://*/ta/man/translate/writing-endofstory]])
|
|
|
|
# When he had said these things
|
|
|
|
ଯେତେବେଳେ ଯୀଶୁ ଏହି ସମସ୍ତ ବିଷୟ କହି ସାରିଥିଲେ
|
|
|
|
# going up to Jerusalem
|
|
|
|
ଯିରୂଶାଲମ ଯିରୀହୋଠାରୁ ଉଚ୍ଚତର ସ୍ଥାନରେ ଅବସ୍ଥିତ, ତେଣୁ ଏହା ଈଶ୍ରାଏଲୀୟମାନଙ୍କ ନିମନ୍ତେ ଯିରୂଶାଲମକୁ ଉପରକୁ ଯିବା ବୋଲି କହିବା ସ୍ୱାଭାବିକ ଥିଲା I
|