or_tn/luk/19/28.md

872 B

Connecting Statement:

ଏହା ଜଖିୟଙ୍କ ସମ୍ପର୍କରେ କାହାଣୀର ଭାଗର ଅନ୍ତ ଅଟେ I କାହାଣୀର ଏହି ଭାଗ ପରେ ଯୀଶୁ ଯାହା କରନ୍ତି ଏହି ପଦ ଆମକୁ ତାହା କହେ I (ଦେଖ: rc://*/ta/man/translate/writing-endofstory)

When he had said these things

ଯେତେବେଳେ ଯୀଶୁ ଏହି ସମସ୍ତ ବିଷୟ କହି ସାରିଥିଲେ

going up to Jerusalem

ଯିରୂଶାଲମ ଯିରୀହୋଠାରୁ ଉଚ୍ଚତର ସ୍ଥାନରେ ଅବସ୍ଥିତ, ତେଣୁ ଏହା ଈଶ୍ରାଏଲୀୟମାନଙ୍କ ନିମନ୍ତେ ଯିରୂଶାଲମକୁ ଉପରକୁ ଯିବା ବୋଲି କହିବା ସ୍ୱାଭାବିକ ଥିଲା I