# Connecting Statement: ଏହା ଜଖିୟଙ୍କ ସମ୍ପର୍କରେ କାହାଣୀର ଭାଗର ଅନ୍ତ ଅଟେ I କାହାଣୀର ଏହି ଭାଗ ପରେ ଯୀଶୁ ଯାହା କରନ୍ତି ଏହି ପଦ ଆମକୁ ତାହା କହେ I (ଦେଖ: [[rc://*/ta/man/translate/writing-endofstory]]) # When he had said these things ଯେତେବେଳେ ଯୀଶୁ ଏହି ସମସ୍ତ ବିଷୟ କହି ସାରିଥିଲେ # going up to Jerusalem ଯିରୂଶାଲମ ଯିରୀହୋଠାରୁ ଉଚ୍ଚତର ସ୍ଥାନରେ ଅବସ୍ଥିତ, ତେଣୁ ଏହା ଈଶ୍ରାଏଲୀୟମାନଙ୍କ ନିମନ୍ତେ ଯିରୂଶାଲମକୁ ଉପରକୁ ଯିବା ବୋଲି କହିବା ସ୍ୱାଭାବିକ ଥିଲା I