or_tn/luk/18/31.md

28 lines
2.0 KiB
Markdown

# Connecting Statement:
ଏହା କାହାଣୀର ଏହି ଭାଗର ପରବର୍ତ୍ତୀ ଘଟଣା ଅଟେ, ଯାହା ([ଲୂକ17:20] (..17/ 20. ମଝି))ରୁ ଆରମ୍ଭ ହୁଏ I ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ଏକାନ୍ତରେ କଥାବାର୍ତ୍ତା କରୁଛନ୍ତି I
# Then having taken aside the twelve
ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଲୋକମାନଙ୍କଠାରୁ ଅନ୍ତର କରି ଗୋଟିଏ ସ୍ଥାନକୁ ଘେନିଗଲେ ଯେଉଁଠାରେ ସେମାନେ ଏକାନ୍ତରେ ରହିପାରିବେ I
# See
ଯୀଶୁ ଯିରୂଶାଲମକୁ ଅନ୍ତିମ ଥର ପାଇଁ ଯିବା ବେଳେ ତାଙ୍କର ସେବାକାର୍ଯ୍ୟର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପରିବର୍ତ୍ତନକୁ ଏହା ସୂଚାଏ I
# that have been written by the prophets
ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଭାବବାଦୀମାନେ ଲେଖିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# the prophets
ଏହା ପୂରାତନ ନିୟମର ଭବିଷ୍ୟତବକ୍ତାମାନଙ୍କୁ ସୂଚାଏ I
# the Son of Man
ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ବୋଲି କହନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର,” (ଦେଖ: [[rc://*/ta/man/translate/figs-123person]])
# will be accomplished
ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଘଟିବ” ବା “ସଫଳ ହେବ”(ଦେଖ: [[rc://*/ta/man/translate/figs-activepassive]])