# Connecting Statement: ଏହା କାହାଣୀର ଏହି ଭାଗର ପରବର୍ତ୍ତୀ ଘଟଣା ଅଟେ, ଯାହା ([ଲୂକ17:20] (..17/ 20. ମଝି))ରୁ ଆରମ୍ଭ ହୁଏ I ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ଏକାନ୍ତରେ କଥାବାର୍ତ୍ତା କରୁଛନ୍ତି I # Then having taken aside the twelve ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଲୋକମାନଙ୍କଠାରୁ ଅନ୍ତର କରି ଗୋଟିଏ ସ୍ଥାନକୁ ଘେନିଗଲେ ଯେଉଁଠାରେ ସେମାନେ ଏକାନ୍ତରେ ରହିପାରିବେ I # See ଯୀଶୁ ଯିରୂଶାଲମକୁ ଅନ୍ତିମ ଥର ପାଇଁ ଯିବା ବେଳେ ତାଙ୍କର ସେବାକାର୍ଯ୍ୟର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପରିବର୍ତ୍ତନକୁ ଏହା ସୂଚାଏ I # that have been written by the prophets ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଭାବବାଦୀମାନେ ଲେଖିଛନ୍ତି” (ଦେଖ: [[rc://*/ta/man/translate/figs-activepassive]]) # the prophets ଏହା ପୂରାତନ ନିୟମର ଭବିଷ୍ୟତବକ୍ତାମାନଙ୍କୁ ସୂଚାଏ I # the Son of Man ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ବୋଲି କହନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର,” (ଦେଖ: [[rc://*/ta/man/translate/figs-123person]]) # will be accomplished ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଘଟିବ” ବା “ସଫଳ ହେବ”(ଦେଖ: [[rc://*/ta/man/translate/figs-activepassive]])