or_tn/luk/18/31.md

2.0 KiB

Connecting Statement:

ଏହା କାହାଣୀର ଏହି ଭାଗର ପରବର୍ତ୍ତୀ ଘଟଣା ଅଟେ, ଯାହା ([ଲୂକ17:20] (..17/ 20. ମଝି))ରୁ ଆରମ୍ଭ ହୁଏ I ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ଏକାନ୍ତରେ କଥାବାର୍ତ୍ତା କରୁଛନ୍ତି I

Then having taken aside the twelve

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଲୋକମାନଙ୍କଠାରୁ ଅନ୍ତର କରି ଗୋଟିଏ ସ୍ଥାନକୁ ଘେନିଗଲେ ଯେଉଁଠାରେ ସେମାନେ ଏକାନ୍ତରେ ରହିପାରିବେ I

See

ଯୀଶୁ ଯିରୂଶାଲମକୁ ଅନ୍ତିମ ଥର ପାଇଁ ଯିବା ବେଳେ ତାଙ୍କର ସେବାକାର୍ଯ୍ୟର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପରିବର୍ତ୍ତନକୁ ଏହା ସୂଚାଏ I

that have been written by the prophets

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଭାବବାଦୀମାନେ ଲେଖିଛନ୍ତି” (ଦେଖ: rc://*/ta/man/translate/figs-activepassive)

the prophets

ଏହା ପୂରାତନ ନିୟମର ଭବିଷ୍ୟତବକ୍ତାମାନଙ୍କୁ ସୂଚାଏ I

the Son of Man

ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ବୋଲି କହନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର,” (ଦେଖ: rc://*/ta/man/translate/figs-123person)

will be accomplished

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଘଟିବ” ବା “ସଫଳ ହେବ”(ଦେଖ: rc://*/ta/man/translate/figs-activepassive)