or_tn/luk/18/16.md

1.3 KiB

But Jesus called them to him

ଯୀଶୁ ଲୋକମାନଙ୍କୁ ସେମାନଙ୍କ ଶିଶୁମାନଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ କହିଲେ

Permit the little children to come to me, and do not forbid them

ଏହି ଦୁଇଟି ବାକ୍ୟର ଏକାପରି ଅର୍ଥ ରହିଛି ଏବଂ ଗୁରୁତ୍ଵ ଆରୋପ କରିବା ନିମନ୍ତେ ସେଗୁଡିକୁ ଏକତ୍ର ସଂଯୁକ୍ତ କରାଯାଇଛି I କେତେକ ଭାଷା ଭିନ୍ନ ପ୍ରକାରେ ଗୁରୁତ୍ଵ ଆରୋପ କରିଥାଆନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଶ୍ଚିତ ରୂପେ ଶିଶୁମାନଙ୍କୁ ମୋ’ ନିକଟକୁ ଆସିବାକୁ ଦେବ”(ଦେଖ: rc://*/ta/man/translate/figs-parallelism)

For ... belongs to such ones

ଏହାକୁ ଉପମା ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ସାନ ଶିଶୁମାନଙ୍କ ପରି ଲୋକମାନଙ୍କର ଏହା ଅଧିକାର ଅଟେ” (ଦେଖ: rc://*/ta/man/translate/figs-simile)